ନୂଆ ବର୍ଷରୁ ନୂଆ ଆଇନ : କଡ଼ାକଡ଼ି ହେବ ହେଲମେଟ୍ ଚେକିଂ

ରେଡ୍ ଲାଇଟ୍ ଡେଇଁଲେ ୩ ମାସ ପାଇଁ ରଦ୍ଦ ହେବ ଡିଏଲ ଭୁବନେଶ୍ବର: ଜାନୁଆରୀ ମାସରୁ ପୁଣି ଥରେ କଡାକଡି ହେବ ହେଲମେଟ ଚେକିଂ। ହେଲମେଟ୍ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍‌) ବାତିଲ ନେଇ ରାଜ୍ୟ ପରିବହନ କତ୍ତୃର୍ପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ କୁହାଯିବା ପରେ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ବର୍ତ୍ତମାନ ଚେକିଂ ସହ ଲୋକଙ୍କୁ ସଚେତନ କରାଯାଉଛି। ୨୦୧୯ … Continue reading ନୂଆ ବର୍ଷରୁ ନୂଆ ଆଇନ : କଡ଼ାକଡ଼ି ହେବ ହେଲମେଟ୍ ଚେକିଂ